Site icon ଆଜିକାଲି

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ସ୍କୁଟି, ୩ ମୃତ

କୋରାପୁଟ : ଘାଟିରେ ସ୍କୁଟି ଓଲଟି ୩ ମୃତ । ଘଟଣା ଘଟିଛି ନାରାୟଣପାଟଣା ଥାନା ନଙ୍ଗୋଲବେଡ଼ା ପଂଚାୟତ କେସେଲା ଘାଟିରେ। ଏଠାରେ ଭାରସାମ୍ୟ ହରାଇ ଏକ ସ୍କୁଟି ଓଲଟିବାରୁ ବଡ଼ ଧରଣର ଦୁର୍ଘଟଣା ଘଟଛି । ଏଥିରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ତିନି ମୃତକ ଆନ୍ଧ୍ରପ୍ରଦେଶର। ତେବେ ବର୍ତ୍ତମାନ ଘଟଣା ସ୍ଥଳରେ ପହଞ୍ଚି ପୋଲିସ୍‌ ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Exit mobile version