Site icon ଆଜିକାଲି

ରାଜ୍ୟର ଦିନକରେ ୧୦୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଦୈନିକ କୋରୋନା ସଂକ୍ରମଣ ୧୦୦ ପାର କରିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣର ସଦ୍ୟତମ ଲହରରେ ରାଜ୍ୟରେ ଏହି ସଂଖ୍ୟା ସର୍ବାଧିକ। ନୂଆ ପଜିଟିଭ ଚିହ୍ନଟ ହେବା ସହ ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ୪୨୯କୁ ବୃଦ୍ଧି ପାଇଛି। ଏଣେ ୩୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Exit mobile version