Site icon ଆଜିକାଲି

ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ରାଉରକେଲା : ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ । ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି । ଏହି ବନ୍ଦ ଡାକରା ଦେଇଛି ବିରମିତ୍ରପୁର ବିକାଶ ମଞ୍ଚ । ସୂଚନା ଯେ, ଖାଲ ଖମାରେ ଭର୍ତ୍ତି ହୋଇଛି ବୀରମିତ୍ରପୁର ଜାତୀୟ ରାଜପଥ । ୩ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ସାଜିଛି ମରଣଯନ୍ତା । ବାରମ୍ୱାର ଦୁର୍ଘଟଣା ଘଟିବା ସହ ଯାଉଛି ଜୀବନ । ଏନେଇ ବାରମ୍ବାର ଦାବି ସତ୍ତ୍ୱେ ନିରବଦ୍ରଷ୍ଟା ପାଲଟିଛି ଜାତୀୟ ରାଜପଥ ବିଭାଗ । ଏହାକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି ।

Exit mobile version