Site icon ଆଜିକାଲି

ରାଜ୍ୟରେ ଆଉ ୧୨୫ ନୂଆ କୋରୋନା ମାମଲା

ଭୁବନେଶ୍ୱର : ରାଜ୍ୟରେ ଆଉ ୧୨୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭୪ ଓ ସ୍ଥାନୀୟ ଅଞ୍ଚଳରୁ ୫୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ବାଲେଶ୍ଵରରୁ ୧ , ବରଗଡରୁ ୬ , ଭଦ୍ରକରୁ ୧, ବଲାଙ୍ଗୀରରୁ ୨, କଟକରୁ ୬ , ଦେବଗଡ଼ରୁ ୩, ଗଜପତିରୁ ୨, ଜଗତସିଂହପୁରରୁ ୧, ଯାଜପୁରରୁ ୧, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୩, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୨, ଖୋର୍ଦ୍ଧାରୁ ୨୩, କୋରାପୁଟରୁ ୨, ମୟୂରଭଞ୍ଜରୁ ୨, ନବରଙ୍ଗପୁରରୁ ୪,ନୟାଗଡରୁ ୭, ନୂଆପଡାରୁ ୩, ପୁରୀରୁ ୯ , ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୯ , ସୋନପୁରରୁ ୨ , ସୁନ୍ଦରଗଡ଼ରୁ ୧୪ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଷ୍ଟେଟ ପୁଲରୁ ୬ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୧ ହଜାର ୫୫୩ ସକ୍ରିୟ ମାମଲା ରହିଛି ।

Exit mobile version