Site icon ଆଜିକାଲି

ରାଜ୍ୟରେ ଆଉ ୧୬୪ ନୂଆ କୋରୋନା ମାମଲା


ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୬୪ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୯୬ ଓ ସ୍ଥାନୀୟ ଅଞ୍ଚଳରୁ ୬୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଅନୁଗୁଳରୁ ୧, ବାଲେଶ୍ଵରରୁ ୮ , ବରଗଡରୁ ୨ , ଭଦ୍ରକରୁ ୧ , ବଲାଙ୍ଗୀରରୁ ୧, ବୈ।ଦ୍ଧରୁ ୫, କଟକରୁ ୧୧ , ଦେବଗଡ଼ରୁ ୨ , ଢେଙ୍କାନାଳରୁ ୨, ଗଜପତିରୁ ୩, ଯାଜପୁରରୁ ୬ , ଝାରସୁଗୁଡ଼ାରୁ ୧ , କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୩ , ଖୋର୍ଦ୍ଧାରୁ ୨୪ , କୋରାପୁଟରୁ ୧, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୨ , ନୟାଗଡରୁ ୧୩ , ନୂଆପଡାରୁ ୩ , ପୁରୀରୁ ୧୩, ରାୟଗଡ଼ାରୁ ୪ , ସମ୍ବଲପୁରରୁ ୧୯ , ସୋନପୁରରୁ ୫ , ସୁନ୍ଦରଗଡ଼ରୁ ୨୨ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଷ୍ଟେଟ ପୁଲରୁ ୬ ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୧ ହଜାର ୪୩୯ ସକ୍ରିୟ ମାମଲା ରହିଛି।

Exit mobile version