Site icon ଆଜିକାଲି

ରାଜ୍ୟରେ ୧୬୪ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୧୬୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୭ ଓ ସ୍ଥାନୀୟ ଅଞ୍ଚଳରୁ ୬୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୩ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ବାଲେଶ୍ଵରରୁ ୧ , ବରଗଡରୁ ୧ , ଭଦ୍ରକରୁ ୩ , କଟକରୁ ୩୩ , ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୩ ଜଗତସିଂହପୁରରୁ ୩ , ଯାଜପୁରରୁ ୫ ,କଳାହାଣ୍ଡିରୁ ୪,କନ୍ଧମାଳରୁ ୧୦, ଖୋର୍ଦ୍ଧାରୁ ୪୧, କୋରାପୁଟରୁ ୨, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୩,ନୟାଗଡରୁ ୫, ନୂଆପଡାରୁ ୩, ପୁରୀରୁ ୧ , ସମ୍ବଲପୁରରୁ ୪ , ସୋନପୁରରୁ ୪ , ସୁନ୍ଦରଗଡ଼ରୁ ୨୧ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଷ୍ଟେଟ ପୁଲରୁ ୮ ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୧ ହଜାର ୪୯୯ ସକ୍ରିୟ ମାମଲା ରହିଛି ।

Exit mobile version