Site icon ଆଜିକାଲି

ବୋଲେରୋରୁ ୨.୬୫ ଲକ୍ଷ ଜବତ, ଜଣେ ଅଟକ

ବାରିପଦ : ବୋଲେରୋରୁ ୨.୬୫ ଲକ୍ଷ ଜବତ ହୋଇଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି। ଶ୍ୟାମାଖୁଣ୍ଟା ବ୍ଲକ ରଙ୍ଗମାଟିଆ ଛକରେ ଯାଞ୍ଚବେଳେ ଜବତ ହୋଇଥିଲା।

Exit mobile version