Site icon ଆଜିକାଲି

୨ ବଜ୍ରକାପ୍ତା ଉଦ୍ଧାର, ୨ଗିରଫ

ସୁବର୍ଣ୍ଣପୁର : ନଛିପୁରା ଓ ସୋନପୁର ମୁଖ୍ୟ ରାସ୍ତାରୁ ୨ ଟି ଜୀବନ୍ତ ବଜ୍ରକାପ୍ତ ଉଦ୍ଧାର କରଯାଇଛି । ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ୨ ଜଣ ହେଲେ ସୋନପୁରର ବେଦବ୍ୟାସ ଧରୁଆ ( ୪୧ ବର୍ଷ ) ଓ ନବଦୀପ ଧରୁଆ ( ୨୯ ବର୍ଷ ) । ୨ ଉଦ୍ଧାର ବଜ୍ରକାପ୍ତାର ଓଜନ ୭ କେଜି ଓ ୩ କେଜି ବୋଲି ଜଣାପଡିଛି । ଏହି ୨ ବଜ୍ରକାପ୍ତାଙ୍କୁ ସୋନପୁର ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ଏହି କାରବାରରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରହିଛି ।

Exit mobile version