Site icon ଆଜିକାଲି

ଜାଲରେ ପଡ଼ିଲା ୨ କ୍ବିଣ୍ଟାଲ୍‌ର ଭେକଟି ମାଛ, ୩୮ ହଜାର ଟଙ୍କାରେ ହେଲା ବିକ୍ରି

ଭୋଗରାଇ : ଗଭୀର ସମୁଦ୍ରକୁ ଯାଇ ବିଶାଳ ମାଛ ଧରିଥିଲେ ମତ୍ସ୍ୟଜୀବୀ। ୩୮ ହଜାର ଟଙ୍କାରେ ବିକ୍ରି ହେଲା ୨ କ୍ବିଣ୍ଟାଲ୍‌ର ଭେକଟି ମାଛ। କୋଲକାତା ବସିରହାଟ ଅଞ୍ଚଳର ଏକ ଔଷଧ ତିଆରି କମ୍ପାନି ମାଛଟିକୁ କିଣିନେଇଥିବା ସୂଚନା।

ସୂଚନା ଯେ, ଗତ ୨ ବର୍ଷ ପୂର୍ବରୁ ଏହିପରି ଏକ ମାଛ ପାରାଦ୍ବୀପ ନିକଟରେ ଧରାଯାଇଥିଲା। ମାଛଟିକୁ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଅଣାଇ ୩୫ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା।

Exit mobile version