Site icon ଆଜିକାଲି

ରାଜ୍ୟରେ ଆଉ ୨୨୨ କୋରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୨୨ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୩୦ ଓ ସ୍ଥାନୀୟ ଅଞ୍ଚଳରୁ ୯୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ବାଲେଶ୍ଵରରୁ ୧୧ ,ବରଗଡରୁ ୬ , ଭଦ୍ରକରୁ ୧ , ବଲାଙ୍ଗୀରରୁ ୩ , କଟକରୁ ୨୩ , ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୫ , ଗଞ୍ଜାମରୁ ୩ , ଜଗତସିଂହପୁରରୁ ୫ , ଯାଜପୁରରୁ ୫, କଳାହାଣ୍ଡିରୁ ୮, କନ୍ଧମାଳରୁ ୪ ,କେନ୍ଦ୍ରାପଡ଼ାରୁ ୫ , କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୫୧ , ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୩, ନୟାଗଡରୁ ୬ , ନୂଆପଡାରୁ ୨ , ପୁରୀରୁ ୧୨ , ସମ୍ବଲପୁରରୁ ୧୩ , ସୋନପୁରରୁ ୨ , ସୁନ୍ଦରଗଡ଼ରୁ ୨୯ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଷ୍ଟେଟ ପୁଲରୁ ୧୧ ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୧ ହଜାର ୪୧୭ ସକ୍ରିୟ ମାମଲା ରହିଛି ।

Exit mobile version