Site icon ଆଜିକାଲି

କାର୍ ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଲଖନପୁର ଅଞ୍ଚଳରେ ଚାଞ୍ଚଲ୍ଯ। ଲଖନପୁର ଆଦର୍ଶ ବିଦ୍ୟାଳୟ ନିକଟରେ ତିନି ଜଣଂକ ମୃତଦେହ ଉଦ୍ଧାର। ହତ୍ୟା ସନ୍ଦେହ। ପୁଲିସ ପହଂଚି ତଦନ୍ତ କରୁଛି।

କାର ଭିତରେ ପଡ଼ି ରହିଛି ତିନି ଜଣଙ୍କ ଗୁଳିବିଦ୍ଧ ମୃତ ଦେହ । ଜଣେ ମହିଳା, ଜଣେ ବାଳିକା ଓ ଜଣେ ବ୍ୟକ୍ତିଙ୍କ ମୃତ ଦେହ । ମୃତକ ମାନେ ଗୋଟିଏ ପରିବାରର ବୋଲି ସୁଚନା । ଲଖନପୁର ଥାନା ଆଦର୍ଶ ବିଦ୍ୟାଳୟ ନିକଟ ମିନି ଷ୍ଟଡିୟମରେ ଭିତରେ ଘଟିଛି ଅଘଟଣ । ମୃତ ବ୍ୟକ୍ତି ଜଣକ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଂଚଳର ସୁଜିତ୍ ରାୟ ବୋଲି ପ୍ରାଥମିକ ସୁଚନା । ସୁଜିତ୍ ବେଦାନ୍ତର କୌଣସି କମ୍ପାନୀରେ କାମ କରୁଥିଲେ। ଗତ ରାତିରେ କାର ରେ ସେହି ଅଞ୍ଚଳକୁ ଯାଇ ପତ୍ନୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟକୁ ଗୁଳି କରି ହତ୍ୟା କରିବା ପରେ ସୁଜିତ୍ ଆତ୍ମ ହତ୍ୟା କରିଥିବା ସନ୍ଦେହ।

Exit mobile version