Site icon ଆଜିକାଲି

ଏସିଡ୍ ମାଡରେ ୩ ଗୁରୁତର

ବଲାଙ୍ଗିର : ସାମାନ୍ୟ କୁକୁଡ଼ା ଚୋରିରୁ ମହାଭାରତ ଓ ପରେ ପାରିବାରିକ କଳହକୁ କେନ୍ଦ୍ର କରି ଏସିଡ଼ରେ ଆକ୍ରମଣ । ଏଥିରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଆକ୍ରମଣରେ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁର ସାହୁପଡାରେ । ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଅନ୍ୟ ଏକ ପରିବାରର ୨ ଜଣଙ୍କୁ ପୁଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Exit mobile version