Site icon ଆଜିକାଲି

ଜାଲ ସାର୍ଟିଫିକେଟ ଲିଙ୍କ୍ ଅଭିଯୋଗରେ ୪ ଗିରଫ

ଜୟପୁର : ନକଲି ସାର୍ଟିଫିକେଟ ଲିଙ୍କ୍‌ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଜୟପୁର ଟାଉନ ଥାନା ପୋଲିସ । ସେମାନେ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପରୀକ୍ଷାରେ ଜାଲ୍‌ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ହୋଇଥିଲା । ଗିରଫ ଅଭିଯୁକ୍ତମାନେନ ବରଙ୍ଗପୁର, କୋରାପୁଟ, ମାଲକାନଗିରି ଅଞ୍ଚଳର ବୋଲିଜ ଣାପଡ଼ିଛି । ଡାକ ସେବକ ନିଯୁକ୍ତି ପରୀକ୍ଷାରେ ଅଭିଯୁକ୍ତମାନେ ଜାଲ୍‌ ସାର୍ଟିଫିକେଟ ଦେଇ ଚୟନ ହୋଇଥିଲେ । କିନ୍ତୁ ଯାଞ୍ଚ ବେଳେ ଏହା ଧରା ପଡ଼ିଯାଇଥିଲା ।

Exit mobile version