Site icon ଆଜିକାଲି

କାର୍ ସହ ୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଅବକାରୀ ବିଭାଗ ଦ୍ବାରା ଆଜି ସ୍ଥାନୀୟ ପଟାଭାଡ଼ି ଛକରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ କାଳରେ କାର୍ ସହ ୪୦ କେଜି ଗଞ୍ଜେଇ ଜବତ କରାଯାଇଛି । ଏ ଘଟଣାରେ ବାହାର ରାଜ୍ୟର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଦୁଇ ଜଣ ବିହାର ଅଞ୍ଚଳର ରାଜ୍ ଯାଦବ ଓ ଚନ୍ଦନ କୁମାର । କନ୍ଧମାଳ ଜିଲ୍ଲା ମୋହନା ଅଞ୍ଚଳରୁ ଏହି ଗଞ୍ଜେଇ ଆଣିଥିବା ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି ବୋଲି ଅବକାରୀ ଇନ୍ସପେକ୍ଟର ରାଧାକାନ୍ତ ଭୋଇ ସୂଚନା ଦେଇଛନ୍ତି ।

Exit mobile version