Site icon ଆଜିକାଲି

ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରନ୍ତି ୫-ଟି ଅଧ୍ୟକ୍ଷ , ସାମ୍ନାକୁ ଆସିଲା କଳିଙ୍ଗରେ ସ୍କିପିଂ କରୁଥିବା ଭିଡିଓ

ଭୁବନେଶ୍ୱର -ବ୍ୟସ୍ତବହୁଳତା ସତ୍ତ୍ୱେ ନିଜକୁ ସର୍ବଦା ଫିଟ୍ ରଖିବାକୁ ଭୁଲନ୍ତି ନାହିଁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନିଜକୁ ସୁସ୍ଥ ରଖିବା ପାଇଁ ସେ କିଛି ନା କିଛି ବ୍ୟାୟାମ ନିଶ୍ଚୟ କରନ୍ତି । ଆଜି ସକାଳେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ କଳିଙ୍ଗ ଷ୍ଟାଡିୟମରେ ସ୍କିପିଂ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଜାରି ହୋଇଛି । ସମସ୍ତେ ଫିଟ୍ ରହିବାକୁ କିଛି ନା କିଛି ବ୍ୟାୟାମ ସକାଳେ କରିବାକୁ ହେବ ବୋଲି ଭାଇରାଲ୍ ଭିଡିଓରୁ ସନ୍ଦେଶ ମିଳିଛି ।

Exit mobile version