Site icon ଆଜିକାଲି

୮୮ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

କଟକ : ଆଜି ୮୮ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ । କଟକ ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଛନ୍ତି ଡିଜିପି ସୁନିଲ ବଂଶଲ ।

ଡିଜିପି ସୁନିଲ ବଂଶଲ କହିଛନ୍ତି ଯେ, ଓଡିଶା ପୋଲିସ ପ୍ରଶଂସନୀୟ କାର୍ଯ୍ୟ କରୁଛି । ରଥଯାତ୍ରା, ବିଶ୍ୱକପ ହକିର ସଫଳ ଆୟୋଜନ ତାର ପ୍ରମାଣ । ୨୦୨୨ ମସିହାରେ ଆସ୍କା ଥାନା ଦେଶର ଏକ ନମ୍ବର ଥାନା ହୋଇପାରିଛି । ସାଇବର କ୍ରାଇମ ରୋକିବାରେ ଓଡିଶା ପୋଲିସ ସଫଳ ହୋଇପାରିଛି । ନୂତନ ଥାନା ସହ କର୍ମଚାରୀ ନିଯୁକ୍ତି କରାଯାଇଛି । ପୋଲିସ ସ୍ଥାପନା ଦିବସ ଅବସରରେ ଏମିତି କହିଛନ୍ତି ଡିଜିପି । ନିଷ୍ପତି ଗ୍ରହଣ କରାଯାଇଛି ।

Exit mobile version