Site icon ଆଜିକାଲି

ପାରାଦୀପରୁ ମିଳିଥିବା ସନ୍ଦିଗ୍ଧ ପାରାର ହେବ ଡିଏନ୍‌ଏ ଟେଷ୍ଟ

ଭୁବନେଶ୍ବର : ପାରାଦୀପରୁ ସନ୍ଦିଗ୍ଧ ପାରା ମିଳିବା ଘଟଣାରେ ପାରାର ହେବ ଡିଏନ୍‌ଏ ଟେଷ୍ଟ । ଏଥିସହ ସିଏଫଏସଏଲକୁ ଯିବ ପାରା ଶରୀରରେ ଲାଗିଥିବା କ୍ୟାମେରା ଓ ଚିପ୍ । ପାରାଟି କେଉଁ ଅଞ୍ଚଳରୁ ଆସିଛି ଦେଶ ଭିତରୁ ନା ଦେଶ ବାହାରୁ ଟେଷ୍ଟିଂ ପରେ ତାହା ଜଣାପଡିବ । ବର୍ତ୍ତମାନ ଭୁବନେଶ୍ବର ରସୁଲଗଡ ସ୍ଥିତ ଏସଏଫଏସଏଲରେ ପାରାକୁ ରଖାଯାଇଛି । ପାରା ଶରୀରରେ ଲେଖାଥିବା ସଙ୍କେତ ସମ୍ପର୍କରେ ଜାଣିବାକୁ ସେଣ୍ଟ୍ରାଲ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଲେଖା ପଠାଯିବ ବୋଲି ଜଣାପଡିଛି ।

Exit mobile version