Site icon ଆଜିକାଲି

ଏମକେସିଜିରେ ଲାଗିଲା ନିଆଁ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ମେଡିକାଲ ସୁପର ସ୍ପେଶାଲିଟି ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ଉକ୍ତ ବିଲ୍ଡିଂରେ ଥିବା ପ୍ଲାଷ୍ଟିକ ସର୍ଜରୀ ୱାର୍ଡର ଓଟିରେ ନିଆଁ ଲାଗିଥିବା ସୂଚନା ମିଳିଛି । ୱାର୍ଡରୁ ଧୂଆଁ ବାହାରିବାରୁ ରୋଗୀ ବାହାରକୁ ଚାଲି ଆସିଥିଲେ । ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ରୂପେ ନିଆଁ ଲିଭା ଯାଇଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି । ଏଥିସହିତ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ହେଲେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି ।

Exit mobile version