Site icon ଆଜିକାଲି

ବ୍ରେକ୍‌ ଫେଲ ହୋଇ ପାଠାଗାର ଭିତରେ ପସିଲା ଯାତ୍ରୀବାହୀ ବସ୍‌, ଜଣେ ଗୁରୁତର

କୋରାପୁଟ : କୋରାପୁଟ ସହର ମଝିରେ ଯାତ୍ରୀବାହୀ ବସ୍‌ ବ୍ରେକ୍‌ ଫେଲ ହୋଇ ଘଟିଲା ଦୁର୍ଘଟଣା। ବ୍ରେକ୍‌ ଫେଲ ହୋଇ ସହର ମଧ୍ୟରେ ଚନ୍ଦନ ପୋଖରୀ ନିକଟ ପାଠାଗାର ଭିତରେ ପସିଲା ବସ। ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Exit mobile version