ପୁରୀ : ପୁରୀ ସଦର କଣ୍ଠପୁରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା। ପୁତୁରା ଆକ୍ରମଣରେ ଦାଦାଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଉଛନ୍ତି ଵୀର ବରାଳ। ମାରଣାସ୍ତ୍ରରେ ଆକ୍ରମଣ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତ ପୁତୁରା ପପୁ ବରାଳ ଅଟକ। ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଜମିବାଡ଼ି ବିବାଦକୁ ନେଇ ପୁତୁରା ଆକ୍ରମଣରେ ଦାଦା ମୃତ
