Site icon ଆଜିକାଲି

ନାଳରେ ଭାସିଗଲେ ଯୁବକ, ମିଳୁନି ପତ୍ତା

ଯାଜପୁର : ନାଳରେ ଭାସି ଯୁବକ ନିଖୋଜ । ଗାଈ ଚରେଇବାକୁ ନେବା ଯୁବକ ଜଣଙ୍କ ନିଖୋଜ ହୋଇଛନ୍ତି । ଯାଜପୁର ବରୀ ଥାନା ଅନ୍ତର୍ଗତ ଏରଡ଼ା ଗାଁ ନିକଟ ଚିଙ୍ଗୁଡିଆ ନାଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଯାଜପୁର ବରୀ ଥାନା ଅନ୍ତର୍ଗତ ଏରଡ଼ା ଗାଁର ସୁକୁଦେବ ମଲ୍ଲିକ ଗାଈ ଚରେଇବାକୁ ନେବାବେଳେ ଚିଙ୍ଗୁଡିଆ ନାଳରେ ଭାସିଯାଇଛନ୍ତି । ବହୁ ଖୋଜାଖୋଜି କରିବା ପରେ ଯୁବକଙ୍କ ପତ୍ତା ମିଳିନାହିଁ । ଘଟଣାସ୍ଥଳରେ ବରୀ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛନ୍ତି ।

Exit mobile version