Site icon ଆଜିକାଲି

ଚାନ୍ଦିପୁର ଥାନା ଭିତରେ ୨ କନଷ୍ଟେବଳଙ୍କୁ ଅଭିଯୁକ୍ତର ଆକ୍ରମଣ

ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଭିତରେ ୨ କନଷ୍ଟେବଳଙ୍କୁ ଅଭିଯୁକ୍ତର ଆକ୍ରମଣ । ଅଭିଯୁକ୍ତର ଆକ୍ରମଣରେ ଥାନାର ୨ କନଷ୍ଟେବଳ ଗୁରୁତର । କନଷ୍ଟେବଲ ସିଦ୍ଧେଶ୍ୱର ସାହୁଙ୍କୁ କଟକ ଓ ରାଜେଶ ବେହେରାଙ୍କୁ ବାଲେଶ୍ୱର ସ୍ଥାନାନ୍ତର । ଆକ୍ରମଣକାରୀ ତିଗିରିଆ ଗାଁର । ମାଡ଼ପିଟ୍ ଅଭିଯୋଗରେ ଅଟକ ଥିଲା ।

Exit mobile version