Site icon ଆଜିକାଲି

ରାଜ୍ୟରେ ୪୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୩୧ ଜଣ କରୋନା ଆକ୍ରାନ୍ତ । କରୋନା ସଂକ୍ରମଣ ପୁଣି ଦେଖାଦେବା ପରେ ଏହି ସଂଖ୍ୟା ହେଉଛି ସର୍ବାଧିକ । ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୪୧୧କୁ ବୃଦ୍ଧି ହୋଇଛି । ଦିନକରେ ୧୯୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Exit mobile version