Site icon ଆଜିକାଲି

ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ବିଭିନ୍ନ ପ୍ରସଙ୍ଗ ନେଇ ଜେରା କରିପାରେ ଇଡି ।

ଗତ ୨୦୧୭ ମସିହାରେ ଅର୍ଚ୍ଚନାଙ୍କୁ ଘରଭଡ଼ା ଦେଇଥିଲେ ଫିଲ୍ମ ପ୍ରଯୋଜକ ଶ୍ରୀ ସ୍ୱାଇଁ । ପରେ ଅର୍ଚ୍ଚନାଙ୍କୁ ଘର ଖାଲି କରିବାକୁ କହିଥିଲେ । ହେଲେ ଘର ଖାଲି କରିବା ପରିବର୍ତ୍ତେ ପ୍ରଥମେ ପ୍ରମୋଦଙ୍କୁ ବ୍ଲାକମେଲ କରିଥିଲେ ଅର୍ଚ୍ଚନା । ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଆଉ ଏବେ ଏହି ମାମଲାରେ ଜେରା କରିପାରେ ଇଡି ।

Exit mobile version