Site icon ଆଜିକାଲି

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ବୌଦ୍ଧ: ପାରିବାରିକ କହଳକୁ କେନ୍ଦ୍ର କରି ବୋୖଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଗଣ୍ଡାପାଜୁ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି । ଏହି ଘଟଣା ହତ୍ୟା ଘଟାଇବା ପରେ ଟାଙ୍ଗିଆ ଧରି ଗାଁରେ ସ୍ବାମୀ ଆତଙ୍କ ଖେଳାଇଛି ।

ଘଟଣା ସମ୍ପର୍କରେ ଆତଙ୍କିତ ଅବସ୍ଥାରେ ଥିବା ଗ୍ରାମବାସୀ ପୋଲିସକୁ ଖବର ଦେଇଥିବା ସୂଚନା ମିଳିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ପହଂଚି ନଥିବା ଜଣା ପଡ଼ିଛି ।

Exit mobile version