Site icon ଆଜିକାଲି

ଭିଜିଲାନ୍ସ ଜାଲରେ ଏଏସଆଇ, ଏକକାଳୀନ ୪ଟି ସ୍ଥାନରେ ରେଡ୍

କଟକ : ଭିଜିଲାନ୍ସ ଜାଲରେ ଏଏସଆଇ। କଟକ ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ଏଏସଆଇ ସୁଦୀପ୍ତ ଦାଶ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ଏଏସଆଇ ସୁଦୀପ୍ତ ଦାଶ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି । ନୟାଗଡ଼ ଓ ବାଲୁଗାଁର ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି।

ବାଲୁଗାଁ ସର୍କଲ ଅବକାରୀ ଅଫିସ, ନୟାଗଡ଼ର ଆବାସିକ ଘର ଏବଂ ଏକ ଭଡ଼ା ଘରେ ମଧ୍ୟ ଚଢାଉ ଜାରି ରହିଛି। ଚଢ଼ାଉରେ ୪ଜଣ ଡିଏସପି, ୬ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Exit mobile version