Site icon ଆଜିକାଲି

ଏଏସଓ ପରୀକ୍ଷା ବିବାଦ ମାମଲା : ଦୁଇଟି ରିଟ୍ ପିଟିସନର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟଙ୍କ ନିଷ୍ପତ୍ତି

କଟକ : ଏଏସଓ ପରୀକ୍ଷା ବିବାଦ ସମ୍ପର୍କିତ ମାମଲାରେ ଦୁଇଟି ରିଟ୍ ପିଟିସନର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟଙ୍କ ନିଷ୍ପତ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ପୂର୍ବରୁ ଏଏସଓ ମେରିଟ୍ ଲିଷ୍ଟକୁ ଖାରଜ କରିଥିଲେ କୋର୍ଟ । ନିର୍ଦ୍ଦେଶର ପୁନଃବିଚାର ପାଇଁ ମାମଲା ଦାୟର ହୋଇଛି । ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା କିଛି ପରୀକ୍ଷାର୍ଥୀ ଆବେଦନ କରିଛନ୍ତି ।

Exit mobile version