Site icon ଆଜିକାଲି

ଆସନ୍ତା ୨୭ରେ ହେବ ଏଏସଓ ଲିଖିତ ପରୀକ୍ଷା

ଭୁବନେଶ୍ବର : ଆସନ୍ତା ୨୭ ତାରିଖରେ ହେବ ଏଏସଓ ଲିଖିତ ପରୀକ୍ଷା । ବନ୍ୟା ସ୍ଥିତି ଯୋଗୁଁ ପରୀକ୍ଷା ସ୍ଥଗିତ ଥିଲା । ଆସନ୍ତା ୨୭ତାରିଖରେ ସକାଳ ୯ରୁ ସାଢେ ୧୦ଟା ଯାଏଁ ପ୍ରଥମ ସିଟିଂ ପରୀକ୍ଷା ହେବ । ସାଢେ ୧୧ରୁ ଗୋଟାଏ ମଧ୍ୟରେ ହେବ ଦ୍ବିତୀୟ ସିଟିଂ ପରୀକ୍ଷା । ସାଢ଼େ ଦୁଇଟାରୁ ସାଢ଼େ ୪ଟା ଯାଏ ହେବ ତୃତୀୟ ସିଟିଂ ପରୀକ୍ଷା । ଓଡ଼ିଶା ପବ୍ଲିକ ସର୍ଭିସ କମିଶନ-ଓପିଏସି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Exit mobile version