0 Comment
ବାରାଣାସୀ: ଜ୍ଞାନବାପି ମସଜିଦ ମାମଲାରେ ମୁସଲିମ ପକ୍ଷକୁ ଲାଗିଛି ବଡ଼ ଝଟକା। ମସଜିଦ ସ୍ଥାନରେ ମନ୍ଦିର ପୁନରୁଦ୍ଧାରକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ କରିଥିବା ସମସ୍ତ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ ୧୯୯୧ ମାମଲାର ଶୁଣାଣିକୁ ମଞ୍ଜୁରି ଦେଇଛନ୍ତି। ଏହାଛଡ଼ା ଜ୍ଞାନବାପି ମାମଲାର ଶୁଣାଣି ୬ ମାସ ମଧ୍ୟରେ ଶେଷ କରିବାକୁ ବାରାଣସୀ ଜିଲ୍ଲା କୋର୍ଟକୁ ଯାଇପାରୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟ ରାୟ ମୁସଲିମ ପକ୍ଷ ପାଇଁ ଏକ ବଡ଼ ଝଟକା।... Read More