0 Comment
ହାଇଦ୍ରାବାଦ : ଆଇପିଏଲ୍ ଇତିହାସରେ ଦେଖିବାକୁ ମିଳିଲା ସବୁଠୁ ହାଇସ୍କୋରିଂ ମୁକାବିଲା। ଏହି ମ୍ୟାଚରେ ସବୁଠୁ ବଡ ସ୍କୋର କରି ଇତିହାସ ରଚିଛି ହାଇଦ୍ରାବାଦ। ସନରାଇଜର୍ସ ହାଇଦ୍ରାବାଦ ପରେ ମୁମ୍ବାଇ ଇଣ୍ଡିଆନ୍ସ ବି ୨୦୦ରୁ ଉର୍ଦ୍ଧ୍ଵ ସ୍କୋର କରିଛି। କିନ୍ତୁ ୨୭୮ ରନର ପାହାଡ଼ ତଳେ ଦବିଗଲା ମୁମ୍ବାଇ ଇଣ୍ଡିଆନ୍ସ। ବିଶାଳ ବିଜୟ ଲକ୍ଷ ପିଛା କରିଥିବା ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୨୪୬ ରନ କରିବାକୁ ସକ୍ଷମ ହୋଇଛି। ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ... Read More