0 Comment
ନୂଆଦିଲ୍ଲୀ : ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ୧୦ମହଲାରୁ ଡେଇଁ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ରଅ)ର ଜଣେ ଓଡିଆ ଅଫିସର ଆତ୍ମହତ୍ୟା । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ତେବେ ଜଣେ ଗୁଇନ୍ଦା ଅଧିକାରୀ କାହିଁକି ଏପରି ଆତ୍ମହତ୍ୟା କଲେ । ସେନେଇ ଖୋଳତାଡ଼ ଜାରି ରହିଛି । ଅନିକେତଙ୍କ ମୃତ୍ୟୁ ପଛରେ ମାନସିକ ଅବସାଦ ନା ଆଉ କିଛି । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ... Read More