0 Comment
ବୌଦ୍ଧ : ଦୀର୍ଘଦିନର ପ୍ରତୀକ୍ଷା ଅନ୍ତ ଘଟିଛି । ଆଜିଠୁ ବୌଦ୍ଧରେ ଖୋଲିବ ବୁଣାକାର ବଜାର । ଓଡ଼ିଶାର ବୁଣାକାରମାନଙ୍କୁ ବଜାର ଯୋଗାଇବା ସହ ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତ ବୁଣାକାର ସାମଗ୍ରୀ ଗୋଟିଏ ସ୍ଥାନରେ ଗ୍ରାହକଙ୍କୁ ଯୋଗାଇବା ହେଉଛି ମୂଳ ଲକ୍ଷ୍ୟ । ବୌଦ୍ଧ ଜିଲାରେ ଏହି ବଜାର ଖୋଲାଯାଉଥିବା ନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ... Read More