0 Comment
ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ । ଆସନ୍ତା ସପ୍ତାହରୁ ସାରା ରାଜ୍ୟରେ ଅଧିକ ଥଣ୍ଡା ବଢିବ । ବିଭିନ୍ନ ସ୍ଥାନରେ ପାରଦ ୪ ଡିଗ୍ରୀ ତଳକୁ ଖସିବା ସହ କେତେକ ସ୍ଥାନରେ ଘନ କୁହୁଡି ପଡିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗ ତଥ୍ୟ ଅନୁସାରେ, ପୂର୍ବରୁ ପୂର୍ବାବାୟୁ ପ୍ରଭାବରେ ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଥିଲା । ଫଳରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ଅନ୍ୟ ଅଞ୍ଚଳରେ... Read More