0 Comment
ଶୋପିଆନ: କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀକୁ ଆଉ ଏକ ସଫଳତା ମିଳିଛି । ଆଜି ଶୋପିଆନରେ ଏକ ଏନକାଉଣ୍ଟର ବେଳେ ଜୈଶ-ଏ-ମହମ୍ମଦର ଜଣେ ବିଦେଶୀ ଆତଙ୍କବାଦୀ ନିହତ ହୋଇଛି । ନିହତ ଆତଙ୍କବାଦୀ କାମରାନ୍ ଭାଇ ଓରଫ୍ ଅନିସ୍ ବୋଲି ଜଣାପଡିଛି। ପାକିସ୍ତାନୀ ଆତଙ୍କବାଦୀ କାମରାନର ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି ଏଡିଜିପି କାଶ୍ମୀର ବିଜୟ କୁମାର । ସେ କହିଛନ୍ତି ଯେ କାମରାନ୍ କୁଲଗାମ-ଶୋପିଆନରେ ବେଶ୍ ସକ୍ରିୟ ଥିଲା। ଦୀର୍ଘ ଦିନ ଧରି... Read More