0 Comment
ସିଓଲ : ହାଲୋୱିନ୍ ପର୍ବ ପାଳନ ବେଳେ ଭିଡ଼ ଅଧିକ ବଢ଼ିବାରୁ ଅଘଟଣ। ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଘଟିଛି ଏହି ଟ୍ରାଜେଡି। ଦଳାଚକଟା ଘଟି ୧୪୯ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୦୦ ଜଣ ଆହତ ହୋଇଛନ୍ତି। ସିଓଲର ଇଟେଓନରେ ହାଲୋୱିନ୍ ପର୍ବ ପାଳନ ଚାଲିଥିଲା। କୋରୋନା ପାଇଁ ଗତ ୨ ବର୍ଷ ଧରି ପାଳନ ହୋଇନଥିବା ବେଳେ ଏଥର ବେଶ୍ ଧୁମ୍ଧାମରେ ପାଳନ ହେଉଥିଲା। ଏହି ପର୍ବରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଏକ... Read More