Site icon ଆଜିକାଲି

ଧାମନଗର ଉପନିର୍ବାଚନ ପାଇଁ ବାବା ‌ହରେକୃଷ୍ଣ ସେଠୀ କଂଗ୍ରେସର ପ୍ରାର୍ଥୀ

ଭୁବନେଶ୍ୱର : ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି ଦଳ । ପୂର୍ବରୁ ବିଜେପି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂରଯ ସୂର୍ଯ୍ୟବଂଶୀଙ୍କୁ ଏହି ଆସନରୁ ପ୍ରାର୍ଥୀ କରିସାରିଛି । ସେ ମଧ୍ୟ ନାମାଙ୍କନ ଦାଖଲ କରି ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି। କେବଳ ବିଜେଡି ହିଁ ପ୍ରାର୍ଥୀ ଘୋଷଣା କରିବାକୁ ବାକି ଅଛି। ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଖାଲିପଡ଼ିଥିବା ଧାମନଗର ଆସନରେ ଆସନ୍ତା ମାସ ୩ ତାରିଖରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ।

Exit mobile version