Site icon ଆଜିକାଲି

ବାହାନଗା ଟ୍ରେନ ଦୁର୍ଘଟଣା ତଦନ୍ତ : ସୋର ସେକ୍ସନ ସିଗ୍ନାଲ ଜେଇଙ୍କ ଘର ସିଲ୍

ବାଲେଶ୍ବର : ଜୁନ୍ ୨ ତାରିଖରେ ବାଲେଶ୍ଵର ବାହାନଗା ଷ୍ଟେସନରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ଯାଞ୍ଚ ସିବିଆଇ କରୁଛି । ତଦନ୍ତକାରୀ ଏଜେନ୍ସୀ ରେଲୱେର ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘର ସିଲ୍ କରିଛି। ସୋରଠାରେ ଥିବା ଜେଇଙ୍କ ଭଡ଼ା ଘର ସିଲ୍ କରାଯାଇଥିବା ସୂଚନା ମିଳିଛି । ରେଳ ଦୁର୍ଘଟଣା ପରେ ଜେଇ ଏବଂ ତାଙ୍କ ପରିବାର ଭଡ଼ା ଘରେ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି। ତେବେ ତଦନ୍ତ ବେଳେଏକ ଅଜଣା ସ୍ଥାନରେ ସିବିଆଇ ଜେଇଙ୍କୁ ପଚରାଉଚରା କରିଥିବା ଜଣାପଡିଛି।

Exit mobile version