Site icon ଆଜିକାଲି

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ବେବେ ବୈଜୟନ୍ତ ପଣ୍ଡା

କେନ୍ଦୁଝର,   ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ବେବେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ      ବୈଜୟନ୍ତ ପଣ୍ଡା । କାର୍ଯ୍ୟକ୍ରମ ପାଇଁ ୨୮ ମଇ, ୨୦୨୩, ରବିବାର ସକାଳ ୧୦ ଘଟିକା ରେ ଶ୍ରୀଯୁକ୍ତ ପଣ୍ଡା ବ୍ୟକ୍ତିଗତ ହେଲିକପ୍ଟର ରେ ପହଁଚିବା ପରେ ତାଙ୍କୁ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସ୍ବାଗତ କାର୍ଯ୍ୟକ୍ରମ ସକାଳ ୧୧ ଘଟିକାରେ ରହିଛି । ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ ପାଇଁ ଚଳଚଞ୍ଚଳ କେନ୍ଦୁଝର ବିଜେପି ।

Exit mobile version