Site icon ଆଜିକାଲି

ମିଳିଲା ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁ

ବାଲେଶ୍ବର : ମିଳିଲା ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁ । ବାଲେଶ୍ବର ଜିଲା ମୁଖ୍ୟ ହସ୍ପିଟାଲରୁ ଶିଶୁ ପୁତ୍ର ଚୋରି ଘଟଣାରେ ଶିଶୁ ପୁତ୍ର ମିଳିବା ସହ ଜଣେ ମହିଳାଙ୍କୁ ଅଟକ ରଖିଛି ପୁଲିସ । ଗତକାଲି ହସ୍ପିଟାଲରୁ ଶିଶୁ ପୁତ୍ର ଗାଏବ ହେବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ଶିଶୁ ଚୋରି ହେବା ନେଇ ତା ପିତା-ମାତା ଥାନାରେ ଅଭିଯୋଗ କରିଥିଲେ ।

Exit mobile version