Site icon ଆଜିକାଲି

ବାଙ୍ଗିରୀପୋଷୀ-ଭୁବନେଶ୍ଵର ଟ୍ରେନର ବଫର ଭାଙ୍ଗିଲା

କଟକ : କଟକ ରେଳ ଷ୍ଟେସନରେ ଅଘଟଣ। ବାଙ୍ଗିରୀପୋଷୀ-ଭୁବନେଶ୍ବର ଏକ୍ସପ୍ରେସ ଟ୍ରେନର ଭାଙ୍ଗିଲା ବଫର । ଭାଙ୍ଗିଯିବାରୁ ଆତଙ୍କ ସୃଷ୍ଟି ହୋଇଥିଲା ।

ଶୁକ୍ରବାର ସକାଳ ପ୍ରାୟ ସାଢେ଼ ୯ରେ ଟ୍ରେନ କଟକ ଷ୍ଟେସନରେ ପହଞ୍ଚିବା ପରେ ଏହି ଅଘଟଣ ହୋଇଥିଲା । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏହି ଘଟଣା ଯୋଗୁଁ କଟକ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Exit mobile version