Site icon ଆଜିକାଲି

ନେତାଜୀ ବସ ଟର୍ମିନାଲ ପରିସରରେ ରେଡ଼ : ବିପୁଳ ଗୁଟକା, ତମ୍ବାଖୁ ଜବତ, ୬ ଦୋକାନ ସିଲ

କଟକ : କଟକ ନେତାଜୀ ବସ ଟର୍ମିନାଲ ପରିସରରେ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ରେଡ଼। ଏହି ରେଡ଼ରେ ବିପୁଳ ପରିମାଣରେ ଗୁଟକା, ତମ୍ବାଖୁ, ସିଗାରେଟ ଆଦି ସାମଗ୍ରୀ ଜବତ କରାଯାଇଛି। ମୋଟ ଛଅଟି ଦୋକାନକୁ ସିଲ କରିଛି ଏନ୍ଫୋର୍ସମେଣ୍ଟ ସ୍ୱାଡ। ସି.ଏନ.ବି.ଟି ର ନୋଡ଼ାଲ ଅଫିସରଙ୍କ ନେତୃତ୍ୱରେ ଏହି ରେଡ଼ କରାଯାଇଥିଲା। ଟର୍ମିନାଲ ପୋଲିସ ଆଉଟ ପୋଷ୍ଟକୁ ଜବତ ସାମଗ୍ରୀଗୁଡିକୁ ହସ୍ତାନ୍ତର କରାଯାଇଛି।

Exit mobile version