Site icon ଆଜିକାଲି

ମା’ ହେଲେ ବିପାଶା ବସୁ, ଘରକୁ ଆସିଲା ଶିଶୁ କନ୍ୟା


ମୁମ୍ବାଇ : ମା’ ହେଲେ ବଲିଉଡର ବ୍ଲାକ ବିଉଟି ବିପାଶା ବସୁ। ସେ ଶନିବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିବାହର ୬ ବର୍ଷ ପରେ ବିପାଶା ବସୁ ଓ କରଣ ସିଂ ଗ୍ରୋଭର ମା’ବାପା ହୋଇଛନ୍ତି ।

ଚଳିତ ବର୍ଷ ଅଗଷ୍ଟରେ ବିପାଶା ଏବଂ ତାଙ୍କ ସ୍ବାମୀ କରଣ ସିଂ ଗ୍ରୋଭର ସେମାନେ ପ୍ରଥମ ସନ୍ତାନର ଅପେକ୍ଷାରେ ଅଛନ୍ତି ବୋଲି ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ । ବିପାଶା ଇନଷ୍ଟାଗ୍ରାମରେ ତାଙ୍କ ବେବି ବମ୍ପ୍ ଫଟୋ ମଧ୍ୟ ସେୟାର କରିଥିଲେ । ସୂଚନା ଯେ, ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ୩୦ ଏପ୍ରିଲ ୨୦୧୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Exit mobile version