Site icon ଆଜିକାଲି

ରାଜ୍ୟରେ ବାର୍ଡ ଫ୍ଲୁ ଆକ୍ରାନ୍ତ ସ୍ପଷ୍ଟ ହୋଇନି, ନମୁନା ସଂଗ୍ରହ କରାଯିବ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କେବଳ ୨ଜଣ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି, ସେମାନେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି। ବାର୍ଡ଼ ଫ୍ଲୁ ଲକ୍ଷଣ ଥିବା ସମ୍ପୃକ୍ତ ୨ ଜଣଙ୍କ ନମୁନା ଆରଏମଆରସି ଓ ପୁଣେ ଭାଇରୋଲୋଜି ସେଣ୍ଟରକୁ ପରୀକ୍ଷା ପାଇଁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିଲା ସତ୍ୟାସତ୍ୟ ଜଣାପଡିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ତେବେ ଏ ନେଇ ଭୟଭୀତ ନ ହେବାକୁ ସେ କହିଛନ୍ତି।

Exit mobile version