Site icon ଆଜିକାଲି

ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ, ପ୍ରଣବଙ୍କୁ ୪ଟି ଜିଲ୍ଲାର ଦାୟିତ୍ଵ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଜିଲ୍ଲା ଦାୟିତ୍ବ ଦିଆଯାଇଛି। ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ବରେ ରହିବେ ପ୍ରଣବ । ପୂର୍ବରୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ବରେ ଥିଲେ ପ୍ରଣବ। ପ୍ରଶାନ୍ତ ମୁଦୁଲିଙ୍କୁ ଅନୁଗୁଳ ବଦଳରେ ମୟୂରଭଞ୍ଜ ଦାୟିତ୍ବ ଦିଆଯାଇଛି। ପର୍ଯ୍ୟବେକ୍ଷକଙ୍କ ସଂପୂର୍ଣ୍ଣ ତାଲିକା ନିମ୍ନରେ ଦିଆଗଲା।

Exit mobile version