ଭୁବନେଶ୍ବର : ଆସନ୍ତା ନଭେମ୍ବରରୁ ବିଭିନ୍ନ ଜିଲା ଗସ୍ତ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେଠାରେ କର୍ମୀ ସମ୍ମିଳନୀ, ସଭା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏନେଇ ସୂଚନା ଦେଇଛନ୍ତି ବିଜେଡି ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି ଯେ, ଶ୍ରୀ ପଟ୍ଟନାୟକ ହେଉଛନ୍ତି ଲୋକଙ୍କ ନେତା। ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝିବେ। ଜନସାଧାରଣଙ୍କ ସାଥୀରେ ଯୋଡ଼ି ହେବା ପାଇଁ ବିଭିନ୍ନ ଜିଲା ଗସ୍ତ କରିବେ। ସଙ୍ଗଠନ ଓ କର୍ମୀଙ୍କୁ ସକ୍ରିୟ କରିବାକୁ ପରାମର୍ଶ ଦେବେ। ନବୀନ ଲୋକଙ୍କ ହୃଦୟରେ ଅଛନ୍ତି। ସେ ସବୁବେଳେ ଓଡ଼ିଶାର ବିକାଶ ପାଇଁ କାମ କରୁଛନ୍ତି।

August 10, 2024
0 Comment
158 Views
ନଭେମ୍ବରରୁ ବିଭିନ୍ନ ଜିଲା ଗସ୍ତ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ
by Editor
ଭୁବନେଶ୍ବର : ଆସନ୍ତା ନଭେମ୍ବରରୁ ବିଭିନ୍ନ ଜିଲା ଗସ୍ତ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେଠାରେ କର୍ମୀ ସମ୍ମିଳନୀ, ସଭା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏନେଇ ସୂଚନା ଦେଇଛନ୍ତି ବିଜେଡି ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି ଯେ, ଶ୍ରୀ ପଟ୍ଟନାୟକ ହେଉଛନ୍ତି ଲୋକଙ୍କ ନେତା। ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝିବେ। ଜନସାଧାରଣଙ୍କ ସାଥୀରେ ଯୋଡ଼ି ହେବା ପାଇଁ ବିଭିନ୍ନ ଜିଲା ଗସ୍ତ କରିବେ। ସଙ୍ଗଠନ... Read More