Site icon ଆଜିକାଲି

୬ ଜିଲ୍ଲା ପାଇଁ ବିଜୁ ମହିଳା ଜନତା ଦଳର ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର – ୬ ଜିଲ୍ଲା ପାଇଁ ବିଜୁ ମହିଳା ଜନତା ଦଳର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ଜିଲ୍ଲା ପାଇଁ ଜ୍ୟୋତ୍ସ୍ନା ପରିଡା, କୋରାପୁଟ ପାଇଁ ମୀରା ପରିଡା, ମାଲକାନଗିରି ପାଇଁ ଲୋରା ମହାପାତ୍ର, ନବରଙ୍ଗପୁର ପାଇଁ ରୁନୁ ଜେନା ଏବଂ ସମ୍ବଲପୁର ଓ ଦେବଗଡ ଜିଲ୍ଲା ପାଇଁ ମିନତି ଦେବତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି।

Exit mobile version