Site icon ଆଜିକାଲି

ପୁରୀରେ ବିଜେପିକୁ ମିଳିଲା ପୂର୍ଣ୍ଣ ସମର୍ଥନ, ଅରୂପଙ୍କୁ ହରାଇ ବିଜୟ ହେଲେ ସମ୍ୱିତ ପାତ୍ର

ପୁରୀ : ନିର୍ବାଚନୀ ଫଳାଫଳ ବିଜେପି ପାଇଁ ଗୋଟିଏ ପରେ ଗୋଟିଏ ଶୁଭ ଖବର ଆଣି ଦେଉଛି । ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ ପୁରୋହିତଙ୍କ ପରେ ଏବେ ପୁରୀ ଆସନରେ ବିଜୟୀ ହୋଇଛନ୍ତି ସମ୍ବିତ ପାତ୍ର । ସେ ୫ ଲକ୍ଷ ୯୧ ହଜାର ୬୪୩ ଭୋଟ ପାଇଥିବା ବେଳେ ବିଜେଡିର ଅରୂପ ପଟ୍ଟନାୟକଙ୍କୁ ୪ ଲକ୍ଷ ୯୨ ହଜାର ୨୫ ଖଣ୍ଡ ଭୋଟ ମିଳିଛି । ମୋଟ ୯୯ ହଜାର ୬୧୮ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି ସମ୍ବିତ ପାତ୍ର ।

Exit mobile version