Site icon ଆଜିକାଲି

ସେପ୍ଟେମ୍ବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେପ୍ଟେମ୍ବର ଶେଷ ସପ୍ତାହରେ ଏହି ଗସ୍ତରେ ଆସିବେ ବୋଲି ଜଣାପଡିଛି ।

ସେହିପରି ସେପ୍ଟେମ୍ବର ୨ୟ ସପ୍ତାହରେ ଓଡିଶା ଆସିବେ ବିଜେପି ପ୍ରଭାରୀ ସୁନିଲ ବଂଶଲ । ଓଡିଶାର ବିଜେପି ପ୍ରଭାରୀ ଦାୟିତ୍ୱ ଚୟନ ହେବା ପରେ ସୁନିଲ ବଂଶଲଙ୍କ ଏହା ପ୍ରଥମ ଓଡିଶା ଗସ୍ତ । ଅନ୍ୟପଟେ ସେପ୍ଟେମ୍ବର ତୃତୀୟ ସପ୍ତାହରେ ବିଜେପି ପ୍ରଶିକ୍ଷଣ ଶିବିର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି ।

Exit mobile version