Site icon ଆଜିକାଲି

ଆସିଲା ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଆସିଲା ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି ।

ତେଲକୋଇ- ଫକୀର ମୋହନ ନାଏକ
ଚମ୍ପୁଆ- ମୁରଲୀ ଶର୍ମା
ବସ୍ତା- ରବୀନ୍ଦ୍ର ଅଣ୍ଡିଆ
ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି
ହିନ୍ଦୋଳ- ସୀମାରାଣୀ ନାଏକ
ସାଲେପୁର- ଅରିନ୍ଦମ ରାୟ
କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ
ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ

Exit mobile version