Site icon ଆଜିକାଲି

ଓଡ଼ିଶା ଜଙ୍ଗଲରେ କଳା ବାଘ, କ୍ୟାମେରା ଟ୍ରାପ୍‌ରେ କଏଦ୍

ଭୁବନେଶ୍ୱର : ରାଜ୍ୟର ବନ୍ୟପ୍ରାଣୀ କ୍ଷେତ୍ର ପାଇଁ ଭଲ ଖବର । ଓଡ଼ିଶାର ଜଙ୍ଗଲରେ ପୁଣି ଦେଖିବାକୁ ମିଳିଛି କଳା ବାଘ । କ୍ୟାମେରା ଟ୍ରାପ୍‌ରେ କଏଦ୍ ହୋଇଛି କଳା ରଙ୍ଗର କଲରା ପତରିଆ ବାଘ ।

କଳା କଲରା ପତରିଆ ବାଘର ଉପସ୍ଥିତି ନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶାନ୍ତ ନନ୍ଦ । ରାଜ୍ୟରେ ଚାଲିଥିବା ବାଘ ଗଣନା ବେଳେ କଳା ରଙ୍ଗର କଲରା ପତରିଆ ବାଘ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ କଳା ବାଘ ଦେଖାଯାଇଥିବା ସୂଚନା ମିଳିଛି।

Exit mobile version